ଓବାମାଙ୍କ ବିରୋଧରେ ଏତଲା ରୁଜୁ ପାଇଁ କୋର୍ଟରେ ଆବେଦନ

ଓବାମାଙ୍କ ଆତ୍ମଜୀବନୀରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଉତ୍ତେଜନା ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଅଲ ଇଣ୍ଡିଆ ରୁରାଲ ବାର ଆସୋସିଏସନର ରାଷ୍ଟ୍ରୀୟ ସଭାପତି ଜ୍ଞାନ ପ୍ରକାଶ ଶୁକ୍ଲା ଲାଲଗଞ୍ଜ ସିଭିଲ କୋର୍ଟରେ ଅଭିଯୋଗ କରିଛନ୍ତି। ଓବାମାଙ୍କ ପୁସ୍ତକରେ ରାହୁଲ-ମନମୋହନଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ଓବାମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜ୍ଞାନ … Continue reading ଓବାମାଙ୍କ ବିରୋଧରେ ଏତଲା ରୁଜୁ ପାଇଁ କୋର୍ଟରେ ଆବେଦନ